Saturday 24 August 2024

ଝୁରି ଝୁରି ମରିବାକୁ ଜନମ ମୋହର

ଝୁରି ଝୁରି ମରିବାକୁ ଜନମ ମୋହର କୃଷ୍ଣ ହେ ତୋ ପ୍ରେମରେ ପଡି ବନ୍ଧା ଆକୁଳ ବ୍ୟାକୁଳରେ କେତେ ଡାକେ କୃଷ୍ଣ ହେ ନ ହୁଏ କି ହୃଦରେ ବିନ୍ଧା

No comments:

Post a Comment