Saturday 31 August 2024

ସମୁଦ୍ରରେ ବୁଡି ଦେଖିଲି ଜଳ ଜୀବ ମୋତି

ସମୁଦ୍ରରେ ବୁଡି ଦେଖିଲି ଜଳ ଜୀବ ମୋତି ସୁନୀଳ ଅନ୍ତରୀକ୍ଷ ଦେଖିଲି ଗଗନରେ ଉଡି ଭୂମିରେ ଗର୍ତ୍ତ କରି ଭେଟିଲି ଖଣିରେ ମଣି ପତିତପାବନ ବାନା ଦୃଷ୍ଟିରୁ ନପାରେ ଏଡି

No comments:

Post a Comment