Sunday 18 August 2024

ତୋ ଅଭୟ କୋଳକୁ ନେ ମାଆ କୃଷ୍ଣ ସହୋଦରୀ

ତୋ ଅଭୟ କୋଳକୁ ନେ ମାଆ କୃଷ୍ଣ ସହୋଦରୀ ମୋ ସକଳ ପ୍ରାରବ୍ଧ ପୋଛିଦେବି ପଣତ କାନିରେ କେତେ ପରଖିବୁ ମାଆ ଗୋ ସକଳ ଜୀବ ଜନନୀ ବେଦ କହେ ତୁହି ସୁଲଭ କେବଳ ନର ଯୋନିରେ

No comments:

Post a Comment