Wednesday 21 August 2024

ମନର ଭାବ ଆକାର ପ୍ରକାରେ ଆଖିର ଲୁହ

ମନର ଭାବ ଆକାର ପ୍ରକାରେ ଆଖିର ଲୁହ ବ୍ରହ୍ମଦାରୁର ସମ୍ପୂର୍ଣ ଆୟତନକୁ କରେ ଓଦା ବୈଷ୍ଣବ ବସାରେ କାଳ ସରୁ ହେ ଗୋବିନ୍ଦ ଛିଟିକି ପଡୁଥାଉ ବ୍ରହ୍ମଦାରୁ ସ୍ନାନ ଜଳ ବୁନ୍ଦା

No comments:

Post a Comment