Saturday 24 August 2024

ମନ ମୋ ତୋତେ ଦେଲି ନ ନେଲୁ ହେ କୃଷ୍ଣ

ମନ ମୋ ତୋତେ ଦେଲି ନ ନେଲୁ ହେ କୃଷ୍ଣ ସରଳ ସିରିଆ ହୃଦୟ ମନ୍ଦିରରେ ପାଉ ପୂଜା ପ୍ରେମିକା ରାଧାକୁ ଠକି ମନ ଭରିଲା ନାହିଁ କି ଏ ଅଧମରା ରାମକୁ ଦେଉ ଏଡ଼େ ବଡ ସଜା

No comments:

Post a Comment