Friday 9 August 2024

ପିତା ମାତା ମୋହର ନୀଳକନ୍ଦର ଅଧାଗଢା

ପିତା ମାତା ମୋହର ନୀଳକନ୍ଦରର ଅଧାଗଢା ଦିଅଁ ତେଣୁ ଦିବ୍ୟ ଅଙ୍ଗ ମୋହର ସକଳ ତେଜିଲେ କାମ ପିତା ମାତା ମୋହର ଚକାଡୋଳା ଅନିଦ୍ରା ଅପଲକ ତେଣୁ ସନ୍ତାନ ସଦା ଭଜେ ହରେ କୃଷ୍ଣ ହରେ ରାମ

No comments:

Post a Comment