Friday 23 August 2024

ମୋର ସୁନା ରୁପା ମୋତି ମାଣିକ ହାରା

ମୋର ସୁନା ରୁପା ମୋତି ମାଣିକ ହାରା ମୋ ହୃଦୟ ଶାରୀ ଅଲିଅଳି ଆଖି ତାରା ମୋର ଶଶୀ ମୁଖି ରବି ଖୋସା କୁମାରୀ ମୋ ଚିତ୍ତ ଚନ୍ଦନ ରାମ କୃଷ୍ଣ ମନ ହୀରା

No comments:

Post a Comment