Tuesday 20 August 2024

ଏ ଆକ୍ଷିକୁ ଦିଶିଯାଉ ଥରେ ତୋର ରୂପ ମାଆ

ଏ ଆକ୍ଷିକୁ ଦିଶିଯାଉ ଥରେ ତୋର ରୂପ ମାଆ ଏହି କାନକୁ ଶୁଭିଯାଉ ଥରୁଟେ ତୋହର ଡାକ କୋଇଲିଠୁଁ କଣ୍ଠ ଧାର ଆଣି ତୋ ନାମ ଜପେ ମା ମା ଡାକ ଶୁଭେନି ଯେମିତି ପିଢ଼ାରେ କାକ

No comments:

Post a Comment