Sunday 18 August 2024

ଝିପି ଝିପି ପଡେ ବରଷା ଟୋପା ଶ୍ୟାମ ମେଘରୁ

ଝିପି ଝିପି ପଡେ ବରଷା ଟୋପା ଶ୍ୟାମ ମେଘରୁ ସଧିରେ ସଧିରେ ଭିଜାଇ ଦିଏ କେଶ ବାସ ମନ କେଡେ ମୃଦ୍ୟୁ କେଡେ ମୃଦ୍ୟୁ ଡାକେ କୃଷ୍ଣ ବଂଶୀ କେଡେ ଉଦାର କେଡେ ଉଦାର ଯଶୋଦା ଧନ

No comments:

Post a Comment