Thursday 22 August 2024

ଯଦି ତୁମ୍ଭର କମଳ ପାଦ ଦେଖାଇବାର ଅଛି

ଯଦି ତୁମ୍ଭର କମଳ ପାଦ ଦେଖାଇବାର ଅଛି ହେ ପତିତପାବନ ତୁମ୍ଭେ ଆଜି ଦିଅ ବଢ଼େଇ ଯଦି ମୁଁ ସାତଥର ନର ଯୋନିରେ ଜନ୍ମ ହୁଏ ମୁଁ କୁଚିନ୍ତାରୁ ଏ ମନକୁ ନ ପାରିବି ଆଡେଇ

No comments:

Post a Comment