Friday 16 August 2024

ତୋହର ଚକାଡ଼ୋଳାରେ ଏଡିକି ଯେ କୁହୁକ

ତୋହର ଚକାଡ଼ୋଳାରେ ଏଡିକି ଯେ କୁହୁକ ତୋ ଦିବ୍ୟାଙ୍ଗ ସ୍ପର୍ଶରେ କେଡେ ଯେ ମହକ ମହାଦେବଙ୍କ ବେଢାରେ ଅଧିଆ ପଡ଼ିଛିରେ ତୋ କମଳ ପାଦ ପାଇଁ ବ୍ୟାକୁଳ ଏ ଡାହୁକ

No comments:

Post a Comment