Friday 23 August 2024

ଜାହ୍ନବୀର ଜଳ ସେହି ଚକାଡୋଳା

ଜାହ୍ନବୀର ଜଳ ସେହି ଚକାଡୋଳା ଏକଇ ବୁଡରେ ଯିବ ସକଳ ପାପ ବ୍ରହ୍ମାଦାରୁ ଛାଇ ସେ ଚକାଡୋଳା ଥରୁଟେ ବିଶ୍ରାମ ହରେ ଭଵ ତାପ

No comments:

Post a Comment