Thursday 22 August 2024

ଯାହା ମୁହିଁ ଶୁଣିଥିଲି ତୁମ୍ଭର ଭକ୍ତଙ୍କ ମୁଖରୁ

ଯାହା ମୁହିଁ ଶୁଣିଥିଲି ତୁମ୍ଭର ଭକ୍ତଙ୍କ ମୁଖରୁ ତାହାଠୁଁ ଅଧିକ ଗୋବିନ୍ଦହେ ତୁମ୍ଭେ ସୁନ୍ଦର କେବଳ ପ୍ରେମରେ ମୋ ହୃଦୟ ସଜେଇଛି ଥରୁଟେ ବସ ଲାଗିବ ଯେମିତି ନିଳକନ୍ଦର

No comments:

Post a Comment