Friday 23 August 2024

କଥା ପଦଟିଏ କହିବୁ ନାହିଁକି ମାଆ ଗୋ

କଥା ପଦଟିଏ କହିବୁ ନାହିଁକି ମାଆ ଗୋ ସୁଧା ମୁଖି ବରଦା ହସ୍ତ ରବି ଶଶୀ ଆଖି ପୋଛିଦେବୁ ନାହିଁ କି ଆଖିଲୁହ ମା ଗୋ ଲଘୁମା ଗୁରୁମା ଅନ୍ନପୂର୍ଣ୍ଣା ହେଲି ଦୁଃଖୀ

No comments:

Post a Comment