Saturday 31 August 2024

ଯେତିକି ଉଦାର ସେହି ଯଶୋଦାର ନନ୍ଦନ

ଯେତିକି ଉଦାର ସେହି ଯଶୋଦାର ନନ୍ଦନ ସେତିକି ଅପୂର୍ବ ବ୍ରହ୍ମା ଦତ୍ତ ମୋହନ ବଂଶୀ ସର୍ବଦା ସନ୍ତରଣ କରୁଥିବା ଯମୁନା ଜଳରେ ରାଧା ରାଧା ଶୁଣି ତରିଯିବା ମାନସ ହଂସୀ

No comments:

Post a Comment