Monday 19 August 2024

ତୋ ସନ୍ତାନ ସନ୍ତତି ଥିବାଯାଏ ମାଆ ଗୋ ଭୁବନେଶ୍ୱରୀ

ତୋ ସନ୍ତାନ ସନ୍ତତି ଥିବାଯାଏ ମାଆ ଗୋ ଭୁବନେଶ୍ୱରୀ ତୋ ପଦ୍ମ ପାଦ ପୂଜା ପାଇଁ ଅଭାବ ହେବ କି ଜବା ଫୁଲ ତୋ ସନ୍ତାନ ସନ୍ତତି ଶ୍ରଦ୍ଧାରେ ଗୁନ୍ଥିଥିବେ ମନ୍ଦାରର ମାଳ ସଙ୍କଟରେ କୋଳେଇ ନେଉଥିବୁ କରୁଥିବୁ ମାଆ ଗେଲ

No comments:

Post a Comment