Thursday 22 August 2024

ଦେହ ମୋ ଜ୍ଞାତ ଅଜ୍ଞାତ ମହାପାପରେ ଦୂଷିତ

ଦେହ ମୋ ଜ୍ଞାତ ଅଜ୍ଞାତ ମହାପାପରେ ଦୂଷିତ ବ୍ରହ୍ମଦାରୁ ଲଭିବ ହୃଦୟେ ଜାଳି ଅନୁତାପ ଅଗ୍ନି ଆତ୍ମା ମୋର ବନ୍ଧା ପଡିଅଛି ଅସାର ସଂସାରେ ବ୍ରହ୍ମାନନ୍ଦେ ନାଚିବ କର୍ଣ୍ଣେ ଶୁଣି କୃଷ୍ଣ ବଂଶୀ ଧ୍ୱନି

No comments:

Post a Comment