Saturday 17 August 2024

ଶ୍ରୀଗୋବିନ୍ଦ ସଂକଳ୍ପ ଗୋଟିକ ଅଟଳ ଅଚଳ

ଶ୍ରୀଗୋବିନ୍ଦ ସଂକଳ୍ପ ଗୋଟିକ ଅଟଳ ଅଚଳ ଶ୍ରୀଗୋବିନ୍ଦ ବଚନ ଦେଲେ ଅବଶ୍ୟ ରଖନ୍ତି ଶ୍ରୀଗୋବିନ୍ଦ ଚିନ୍ତାମଣି ଅନ୍ତର୍ଯ୍ୟାମୀ ଆତ୍ମବନ୍ଧୁ ଶ୍ରୀଗୋବିନ୍ଦ ଭକତ କଷଣଙ୍କୁ ନିଜର ମଣନ୍ତି

No comments:

Post a Comment