Wednesday 21 August 2024

ପିନ୍ଧା ଧୋତି ଗୋଟିକ ତାର ହଳଦିଆ

ପିନ୍ଧା ଧୋତି ଗୋଟିକ ତାର ହଳଦିଆ ସଖି ସ୍ଵଛ ନୀଳ କାଚ ପରି ତାହା ତନୁ ପଦ୍ମ ଅଧରରେ ତାର ମୋହନ ବଂଶୀ ଶିରେ କେକୀପୂଛ ଭୁଲି ନ ହୁଏ ମନୁ

No comments:

Post a Comment