Saturday 10 August 2024

ମୋ ଦେହ ମନ ଇନ୍ଦ୍ରିୟମାନଙ୍କର ସଙ୍ଗ ତେଜି

ମୋ ଦେହ ମନ ଇନ୍ଦ୍ରିୟମାନଙ୍କର ସଙ୍ଗ ତେଜି ଏକ ଦିନେ ଘନ କୁହୁଡ଼ିରେ ହଜେଇଲି ଠିକଣା ମୁଁ ଯେଉଁ ମଧୁର ରୂପ ପଛେ ପଛେ ଥାଉଁଥିଲି ଯୋଗେଶ୍ୱର କୃଷ୍ଣ ଶିରରେ ଶେଷ ନାଗ ଫଣା

No comments:

Post a Comment