Saturday 17 August 2024

ଜଳୁଛି ବୋଲି ମୋତେ ସୁଲଭ ଚକାଡୋଳା

ଜଳୁଛି ବୋଲି ମୋତେ ସୁଲଭ ଚକାଡୋଳା ହସି ଦୀପ ବୋଲେ ପରମ ସୁଖ ଜଳିବାରେ ଭକତ ଭଗବାନ ମିଳନ ଅତୀବ ରମଣୀୟ ସେ ବ୍ରହ୍ମାନନ୍ଦକୁ ଅସମର୍ଥ ମୁହିଁ କଳିବାରେ

No comments:

Post a Comment