Saturday 24 August 2024

ବାଦ୍ୟକାର ଚିତ୍ରକର ଗୀତିକାର ନର୍ତ୍ତକୀ

ବାଦ୍ୟକାର ଚିତ୍ରକର ଗୀତିକାର ନର୍ତ୍ତକୀ ମନଟିଏ ନେଇ ଯାହା ତାହା ଦିଏ ଲେଖି ତୋହ ରୂପ ଯଶ ଲୀଳାରେ ପାଗଳଟିଏ ମନର ଭାବନା ପଦ୍ମପାଦେ ଦେଲି ରଖି

No comments:

Post a Comment