Wednesday 21 August 2024

ସ୍ଥଳ ଜଳ ଆକାଶ ସକଳ ଭୋଗ କରିଲି ମାଆ

ସ୍ଥଳ ଜଳ ଆକାଶ ସକଳ ଭୋଗ କରିଲି ମାଆ ଶ୍ୟାମା ଗୋ ତଥାପି ନମେଣ୍ଟିଲା ଇନ୍ଦ୍ରିୟ ଶୋଷ ଗୋବିନ୍ଦଙ୍କ ଛଡା ତୁଳସୀ କିଛି ଦେଉଥିବୁ ନିତି ତାକୁ ଭକ୍ଷିଣ ଛିଡ଼ିଯିବ ଭଵ ବନ୍ଧନ ଆଶା ପାଶ

No comments:

Post a Comment