Saturday 17 August 2024

ଶ୍ରୀଗୋବିନ୍ଦ ସହୋଦରୀ ହୋଇଣ ତୁହି

ଶ୍ରୀଗୋବିନ୍ଦ ସହୋଦରୀ ହୋଇଣ ତୁହି ମାଆ ଗୋ ଏଡିକି କରୁ ଅନ୍ତର ପାତର କେବଳ ଥରେ କୋଳକୁ ଆଉଜି ନେବ ସଂସାର ଜଞ୍ଜାଳେ ପଡି ହେଲି କାତର

No comments:

Post a Comment