Monday 19 August 2024

ବାମନ ହୋଇ ମୁଁ ଚନ୍ଦ୍ରକୁ ହାତ ବଢ଼େଇଲି

ବାମନ ହୋଇ ମୁଁ ଚନ୍ଦ୍ରକୁ ହାତ ବଢ଼େଇଲି ସତରେ କଣ କମଳପାଦ ଛୁଇଁବ ଏ ହାତ ଶୁଦ୍ର କୁଳରେ ଜନ୍ମ ବେଦ ଶାସ୍ତ୍ର ନ ଜାଣିଲି ଶୁଭିବ ବଂଶୀଧ୍ୱନି ଦିବା ସ୍ବପ୍ନ ହେବ ସତ

No comments:

Post a Comment