Tuesday, 23 December 2025

ଦୁଃର୍ଜନ ସାଙ୍ଗ ହେଲେ ଧନ ଜୀବନ ଯାଏ

ଦୁଃର୍ଜନ ସାଙ୍ଗ ହେଲେ ଧନ ଜୀବନ ଯାଏ ସଜ୍ଜନ ସଙ୍ଗରେ ମାନ ସମ୍ମାନ ବୃଦ୍ଧି ପାଏ ନିର୍ଗୁଣ ବ୍ରହ୍ମଙ୍କୁ ହୃଦୟ ପଦ୍ମରେ ଚିନ୍ତିଲେ ଜୀବତ୍ମା ପଡେ ଛନ୍ଦା ଚରଣର ମୋହେ

No comments:

Post a Comment