A flower with 4 petals
Friday, 19 December 2025
କମଳ ଚକାଡୋଳା ନୟନ
କମଳ ଚକାଡୋଳା ନୟନ ବେନି କରୁଣାରେ ପୂର୍ଣ୍ଣ ନୟନ ପଥରେ ସଜେଇବି କରି ବହୁତ ଧାର କରଜ ବ୍ରହ୍ମଦାରୁ ହୃଦୟ କେବଳ ପରିପୂର୍ଣ୍ଣ ନିର୍ମଳ ପ୍ରେମରେ ଯେବେ ଦର୍ଶନ ଦିଅନ୍ତୁ ପଛକେ ପୂଜିବି ଧରି ଧୀରଜ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment