Thursday, 18 December 2025

ଆତ୍ମା ପରମାତ୍ମା ଦୁହିଁଙ୍କର ସମ୍ପର୍କ ନିବିଡ଼

ଆତ୍ମା ପରମାତ୍ମା ଦୁହିଁଙ୍କର ସମ୍ପର୍କ ନିବିଡ଼ ଚିହ୍ନି ପାରିବି ଯେତେ ଜୀବନ ହେଉ ଭିଡ ତୁମ୍ଭେ ଶେଷନାଗ ପୃଷ୍ଠରେ ଶୋଇଥାଅ ମୁହିଁ ମନକୁ ଜାଣି ଚିପୁଥାଏ ଦୁଇ ଗୋଡ

No comments:

Post a Comment