Tuesday, 23 December 2025

ସୁନ୍ଦର କିବା ଅସୁନ୍ଦର ମୁହିଁ କହି ପାରିବି ନାହିଁ

ସୁନ୍ଦର କିବା ଅସୁନ୍ଦର ମୁହିଁ କହି ପାରିବି ନାହିଁ ମୁହିଁ କେବେ ନିଜ ଆଖିରେ ତାଙ୍କୁ ଦେଖି ନାହିଁ ମୋର ସ୍ୱପ୍ନରେ ମୋର ପରମ ପ୍ରେମ ଶ୍ରୀପତି ଗରୁଡ ପଛରେ ଆତ୍ମା ତୋଷନ୍ତି ଦେଲେ ଚାହିଁ

No comments:

Post a Comment