Friday, 19 December 2025

ଚକାଡୋଳା ଅପଲକ

ଚକାଡୋଳା ଅପଲକ ଆଖି ମିଳାଇ ପାରିବି ନାହିଁ ଅତିବ ବିଶାଳ ବକ୍ଷ ଆଲିଙ୍ଗନ କରି ପାରିବି କାହିଁ ଅଧାଗଢା ବ୍ରହ୍ମଦାରୁ ଭକ୍ତ ହୃଦ ଚନ୍ଦନ ଭାବ ବଶ କାହୁଁ ପାଇବି ଏତେ ଅଧିକ ଭାବ ମନ ହାଇଁ ପାଇଁ

No comments:

Post a Comment