Thursday, 18 December 2025

ଯାହାକୁ ଦେଇଅଛୁ ତାହାର ପରିମାଣ ଅସୀମ

ଯାହାକୁ ଦେଇଅଛୁ ତାହାର ପରିମାଣ ଅସୀମ ମୋର ବୁଦ୍ଧି କ୍ଷୁଦ୍ର ପିମ୍ପୁଡି ସମାନ କଳିବି କାହିଁ ଯାହାଠୁଁ ନେଇଛୁ କେବଳ ଭାବ କେବଳ ଚିତ୍ତ ଥରୁଟେ ମୋତେ ଅପଲକରେ ଠାରିଲୁ ନାହିଁ

No comments:

Post a Comment