Monday, 22 December 2025

ହେ କଳା ଗୋବିନ୍ଦ କାଁହୁ ଛୁଇଁବ ଏହି ମହାପାତକୀ

ହେ କଳା ଗୋବିନ୍ଦ କାଁହୁ ଛୁଇଁବ ଏହି ମହାପାତକୀ କମଳ ବାସିନୀ କମଳିନୀ ସେବିତ କମଳ ପାଦକୁ ହେ ଚକାଡୋଳା କାହୁଁ ଭେଟିବ ଚାରି ଦଉଡି ଛିଡା କାଳିୟ ଦଳା ଛନ୍ଦା ଚରଣ ଭରତ ଶିର ପାଦୁକାକୁ

No comments:

Post a Comment