Wednesday, 24 December 2025

ଶୁଦ୍ର କୁଳରେ ଏହି ମହାପତିତର ଜନ୍ମ ହେ ଗୋବିନ୍ଦ

ଶୁଦ୍ର କୁଳରେ ଏହି ମହାପତିତର ଜନ୍ମ ହେ ଗୋବିନ୍ଦ ଗୋବିନ୍ଦ ହେ ମୋର ବେଦ ଶାସ୍ତ୍ରରେ ନାହିଁ ପ୍ରବେଶ ନିରନ୍ତର ମନ ଭ୍ରମର ଝୁରେ ଚୁମିବାକୁ ପାଦ କମଳ ଅମୃତ ଶ୍ରୀକୃଷ୍ନ ଲୀଳା କେଡେ ପାବନ କିବା ସୁବାସ

No comments:

Post a Comment