Friday, 19 December 2025

ପୁଷ୍ପ ମଧୁ ଶୋଷିବାକୁ ତୁମ୍ଭେ ମଧୁମକ୍ଷି

ପୁଷ୍ପ ମଧୁ ଶୋଷିବାକୁ ତୁମ୍ଭେ ମଧୁମକ୍ଷି ପଦ୍ମ ରେଣୁ ଲୋଟିବାକୁ ତୁମ୍ଭେ ଭଅଁର ଇନ୍ଦ୍ରିୟକୁ ମାୟାରେ ବାନ୍ଧିବାକୁ ମାଧବ ଚେତା ଜୀଵ ଆତ୍ମାକୁ କରୁଥିବା ଚଅଁର

No comments:

Post a Comment