Sunday, 21 December 2025

ତୁମ୍ଭର ଅଶେଷ ଲୀଳା ଶରୀର ମହୁ ଫେଣା

ତୁମ୍ଭର ଅଶେଷ ଲୀଳା ଶରୀର ମହୁ ଫେଣା ହେ ଗୋବିନ୍ଦ ଯହିଁ ସ୍ପର୍ଶ କଲେ ତହିଁ ଅମୃତ ଅଖିଳ ସନ୍ତାପ ନାଶନ ଲାଗି ଅଶେଷ ରୂପ ହେ ବ୍ରହ୍ମଦାରୁ କି ବର୍ଣ୍ଣିବି ମାୟାରେ ସୀମିତ

No comments:

Post a Comment