A flower with 4 petals
Saturday, 20 December 2025
ହୃଦୟ କମଳରେ ବ୍ରହ୍ମଦାରୁ ରୁକ୍ମଣୀ ହୃଦୟ
ହୃଦୟ କମଳରେ ବ୍ରହ୍ମଦାରୁ ରୁକ୍ମଣୀ ହୃଦୟ ନୟନ ପଥେ ଚକାଡୋଳା ଚନ୍ଦ୍ର ବାଳ ଅରୂଣ ଜୀବନ ପଥେ ମହାବାହୁ ଶ୍ରୀରାଧା ହୃଦ କୃଷ୍ଣ ମୁକତି ପଥରେ ଚକାଆଖି ହରି ଛନ୍ଦା ଚରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment