Thursday, 18 December 2025

ଓଲଟ ଅଶ୍ଵତ୍ଥ ବୃକ୍ଷର ବୀଜ ତୁମ୍ଭେ ଚକାଡୋଳା

ଓଲଟ ଅଶ୍ଵତ୍ଥ ବୃକ୍ଷର ବୀଜ ତୁମ୍ଭେ ଚକାଡୋଳା ଏହି ବିଶ୍ୱ ସଚରାଚର ତାହାର କରୁଣାର ଛାୟା ଅର୍ଜୁନକୁ ଦେଲ ଦିବ୍ୟ ଜ୍ଞାନ ଆଉ ଦିବ୍ୟ ନୟନ ହେ ଋକ୍ମଣୀ ହୃଦୟ ମାଧବ କିଏ ବୁଝିବ ମାୟା

No comments:

Post a Comment