Saturday, 20 December 2025

କିଏ ସେ ଭିଡି ବାନ୍ଧିଅଛି ତୁମ୍ଭଙ୍କୁ

କିଏ ସେ ଭିଡି ବାନ୍ଧିଅଛି ତୁମ୍ଭଙ୍କୁ ଏକାନ୍ତ ଭାବରେ ମୁହିଁ ଅଜ୍ଞାନ ନିରନ୍ତର ବସି ଯୋଡ଼େ ମାତ୍ରା ଅକ୍ଷର ଅପଲକଙ୍କର କରୁଣା ଦୃଷ୍ଟି ପଡିଲେ ଭାବ ସ୍ପୁରିବ ହେ କରୁଣା ସମୁଦ୍ର କୃଷ୍ଣ କେବେ କରିବ ସ୍ଵାକ୍ଷର

No comments:

Post a Comment