Wednesday, 24 December 2025

ବ୍ରାହ୍ମ ମୁହୂର୍ତ୍ତ ମନ୍ତ୍ର ରାଜ ଗାୟତ୍ରୀ ତୁମ୍ଭେ ହେ ବ୍ରହ୍ମଦାରୁ

ବ୍ରାହ୍ମ ମୁହୂର୍ତ୍ତ ମନ୍ତ୍ର ରାଜ ଗାୟତ୍ରୀ ତୁମ୍ଭେ ହେ ବ୍ରହ୍ମଦାରୁ ମହା ପାବନ ତୀର୍ଥ ରାଜ ଶ୍ରୀକ୍ଷେତ୍ର ତୁମ୍ଭେ ହେ ଶ୍ରୀପତି ବ୍ରହ୍ମ ନାଦ ମନ୍ତ୍ର ବୀଜ ଓଁକାର ତୁମ୍ଭେ ହେ ଚକାଡୋଳା ମହା ପାବନ ଯାତ୍ରା ବାଇଶି ପାହାଚ ଜୀବ ମୋକ୍ଷ ଗତି

No comments:

Post a Comment