Saturday, 20 December 2025

ହେ କୃଷ୍ଣ ତୁମ୍ଭେ ହିଁ ଆଦିକନ୍ଦ ଆଦିମୂଳ ବ୍ରହ୍ମଦାରୁ

ହେ କୃଷ୍ଣ ତୁମ୍ଭେ ହିଁ ଆଦିକନ୍ଦ ଆଦିମୂଳ ବ୍ରହ୍ମଦାରୁ ଅଖିଳ ଜୀବର ଜୀବନ ବୈଶାଖରେ ଘଞ୍ଚ ଛାୟା ହେ ରାମ ତୁମ୍ଭେ ଅଧାଗଢା ଚକାଡୋଳା ବ୍ରହ୍ମାନନ୍ଦ ତୁମ୍ଭ ଅପଲକ ଚକାଆଖି ମାଆର କାରୁଣ୍ୟ କାୟା

No comments:

Post a Comment