Sunday, 21 December 2025

ମାଘ ଶୀତ ରାତିର କଞ୍ଚା ଅଗ୍ନି ଧୁନୀ ତୁମ୍ଭେ କୃଷ୍ଣ

ମାଘ ଶୀତ ରାତିର କଞ୍ଚା ଅଗ୍ନି ଧୁନୀ ତୁମ୍ଭେ କୃଷ୍ଣ କୃଷ୍ଣ ତୁମ୍ଭେ ରାଧା ହୃଦୟ କନ୍ଦରେ ବଂଶୀ ଧ୍ୱନୀ କ୍ଷୁଦା ବ୍ୟାକୁଳ ପକ୍ଷୀ ଶାବକ ଚଞ୍ଚୁରେ ଭୋଜନ ବିଷ୍ଣୁ ମୋହିନୀ ରୂପରେ ଜଳିଲା ଶିବ କାମ ବହ୍ନି

No comments:

Post a Comment