Thursday, 18 December 2025

କାହିଁ କେଉଁ ଆଦି ଅନାଦି କାଳରୁ ଆତ୍ମା ସମ୍ବଦ୍ଧ

କାହିଁ କେଉଁ ଆଦି ଅନାଦି କାଳରୁ ଆତ୍ମା ସମ୍ବଦ୍ଧ ହେ ରବି ଶଶୀ ଲୋଚନ ରଖିଥାନ୍ତୁ କରୁଣା ଦୃଷ୍ଟି ଏଗାର ଇନ୍ଦ୍ରିୟ ମେଳରେ ଶ୍ରୀକ୍ଷେତ୍ରରେ କୃଷକ କୃଷି କରେ ଷଢ଼ ରିପୁ ନିବାର କରନ୍ତୁ କୃପା ବୃଷ୍ଟି

No comments:

Post a Comment