Sunday, 21 December 2025

ଯେ ଯାଏ ବିକ୍ଷିପ୍ତ ଅଖିଳ ବିଶ୍ୱ ବ୍ରହ୍ମାଣ୍ଡ

ଯେ ଯାଏ ବିକ୍ଷିପ୍ତ ଅଖିଳ ବିଶ୍ୱ ବ୍ରହ୍ମାଣ୍ଡ ଯେ ଯାଏ ପଡେ ସୂର୍ଯ୍ୟ ଶଶୀ କିରଣ ସେ ଯାଏ ପରିବ୍ୟାପ୍ତ ବ୍ରହ୍ମଦାରୁ କାୟା ଏ ଯାଏ ନ ଛୁଇଁଲି ଅଧାଗଢା ଚରଣ

No comments:

Post a Comment