Wednesday, 17 December 2025

ଯେଉଁ ନିର୍ମଳ ଭକ୍ତି ଡ଼େମ୍ଫଟିରେ

ଯେଉଁ ନିର୍ମଳ ଭକ୍ତି ଡ଼େମ୍ଫଟିରେ ବିଲ୍ୱ ପତ୍ର ତ୍ରିଶାଖା ସେହି ଡ଼େମ୍ଫଟି ସ୍ଵୟମ ବିଷ୍ଣୁ ପାଟରାଣୀ ମା କମଳା ଅକଳଙ୍କ ନିଷ୍କାମ ନିଷ୍କଳଙ୍କ ନିର୍ମଳ ପ୍ରେମର ଅର୍ଜନ ପରମ ପାବନ ବିଲ୍ୱ ବୃକ୍ଷ ସର୍ବ ଦେବ ଦେବୀ ଅଳା

No comments:

Post a Comment