Sunday, 21 December 2025

ନିୟମ ଗଢିଦେଇ ଅପଲକ ହେଲେ ଚଳିବକି

ନିୟମ ଗଢିଦେଇ ଅପଲକ ହେଲେ ଚଳିବକି ହେ ବ୍ରହ୍ମଦାରୁ ଦେଖ ଏହି ଅରକ୍ଷିତ ଯାଏ ଭାସି ମୋହ ମାୟାରେ ପଡି ଅତି ଆକୁଳେ ଡାକୁଛି ମଥାରେ ହାତ ରଖି ଶାନ୍ତ୍ବନା ଦିଅନ୍ତୁ ବ୍ରହ୍ମରାଶି

No comments:

Post a Comment