Saturday, 20 December 2025

ତୁମ୍ଭେ ଅଖଣ୍ଡ ଆନନ୍ଦ ଘନ ହେ ଚକାଆଖି

ତୁମ୍ଭେ ଅଖଣ୍ଡ ଆନନ୍ଦ ଘନ ହେ ଚକାଆଖି ଏହି ମୋ ଆତ୍ମା ଅତିବ ତୃଷାର୍ଥ ଚାତକଟିଏ ତୁମ୍ଭେ ବ୍ରହ୍ମଦାରୁ ମହାବାହୁ ହେ ଅଧାଗଢା ଅପଲକ ଢାଳି ପାଖକୁ ଡାକନ୍ତନି ଥରୁଟିଏ

No comments:

Post a Comment