Saturday, 20 December 2025

ରାମ ରାମ ରାମ ଜପରେ ଛନ୍ଦା ଚରଣ ଆରାମ

ରାମ ରାମ ରାମ ଜପରେ ଛନ୍ଦା ଚରଣ ଆରାମ ପାଗଳ ମନ ଆଶା ବୈତରଣୀରେ ବୁଡି ମରୁଛୁ ସୀତା ରାମ ରାମ ସୀତା ଜପରେ ବ୍ରହ୍ମ ସାଜୁଯ୍ୟ ଷଢ଼ ରିପୁ କଥାରେ ମନ ଅମୃତ କଳସ ଏଡୁଛୁ

No comments:

Post a Comment