Sunday, 15 March 2026

କେଉଁଠାରୁ ଆସିଅଛି ମୁହିଁ କେଉଁଠାକୁ ଯିବି

କେଉଁଠାରୁ ଆସିଅଛି ମୁହିଁ କେଉଁଠାକୁ ଯିବି ଜାଣିବାର ସକଳ ଚେଷ୍ଟା ବିଫଳ ହୋଇଲା ଗରୁଡ ପଛରୁ ଚାହିଁଲି ମୋ ଆତ୍ମା ବ୍ରହ୍ମଦାରୁ ମୌନ ଦୃଷ୍ଟି ଚକାଡୋଳା ପ୍ରାଣକୁ ମୋହିଲା

No comments:

Post a Comment