Saturday, 14 March 2026

ସଂସାର ଯାତ୍ରା କାଳରେ ତୁହି ମଙ୍ଗଳ କଳସ

ସଂସାର ଯାତ୍ରା କାଳରେ ତୁହି ମଙ୍ଗଳ କଳସ ହେ ରୁକ୍ମଣୀ ହୃଦ ସଦା ଥିବ ନୟନ ପଥରେ ଷଢ଼ରିପୁଙ୍କର ଆକ୍ରମଣରୁ ବଞ୍ଚିବି ଆଶା ନାହିଁ ହେ ଅର୍ଜୁନ ପ୍ରାଣ ସଦା ଥିବ ଜୀବନ ରଥରେ

No comments:

Post a Comment