Saturday, 21 March 2026

ଷଢ଼ ରିପୁମାନଙ୍କ ସକଳ ଆକଟକୁ ଭୟ ନାହିଁ

ଷଢ଼ ରିପୁମାନଙ୍କ ସକଳ ଆକଟକୁ ଭୟ ନାହିଁ ହରି ନାମ ସଂକୀର୍ତ୍ତନ ନିରନ୍ତର ମୋ ଅନ୍ତରେ ଭଵ ଭୟ ଭଞ୍ଜନ କାଳୀୟ ଗଞ୍ଜନ ସୁଦର୍ଶନ ଆରତ୍ତ ନାଶନ ପତିତପାବନ ପଦ୍ମା କାନ୍ତରେ

No comments:

Post a Comment